ପାରିବାରିକ ବିବାଦ ଭିତରେ ଗୀତ ଗାଇଲେ ହ୍ୟୁମାନ ସାଗର
ପାରିବାରିକ ବିବାଦ ଭିତରେ ଥାଇ ଦେବଗଡରେ ହ୍ୟୁମାନ ସାଗର ଗାଇଲେ ଗୀତ । ପ୍ରଧାନପାଟର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ ହ୍ୟୁମାନ । ଗୀତ ଗାଇବା ପୂର୍ବରୁ ସେ କହିଥିବା କିଛି କଥା ଦର୍ଶକଙ୍କୁ ଭାବବିହ୍ୱଳ କରି ଦେଇଥିଲା ।
Loading...