ଖୁବ୍ ଶୀଘ୍ର ଆୟକର ବିଭାଗ ପକ୍ଷରୁ ଜାରି ହେବ ଅନ୍ଲାଇନ୍ ପ୍ୟାନ୍କାର୍ଡ
ଏଣିକି ଅନ୍ଲାଇନ୍ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍କାର୍ଡ ଉପଲବ୍ଧ ହେବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଆପଣଙ୍କ ପ୍ୟାନ୍କାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚାହିଁଲେ ଅନ୍ଲାଇନ୍ ଉପାୟରେ ତୁରନ୍ତ...