SPORTS

୨୦୧୯ ପର୍ଯ୍ୟନ୍ତ କ୍ରିକେଟ ଖେଳ ଜାରି ରଖିବି ,ଏହାପରେ ଅବସର କଥା ଚିନ୍ତା କରିବି : ଯୁବରାଜ ସିଂହ

ENO Beuro
ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂ କହିଛନ୍ତି ଯେ,୨୦୧୯ ପର୍ଯ୍ୟନ୍ତ କ୍ରିକେଟ ଖେଳ ଜାରି ରଖିବି ଏବଂ ଏହାପରେ ଅବସର କଥା ଚିନ୍ତା କରିବି। ଯୁବରାଜ ଭାରତ ପାଇଁ ଶେଷ ଦିନିକିଆ ୨୦୧୭ ଜୁନରେ ଖେଳିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More