• Home
  • ias vinod kumar is guilty
News

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ

Krishna Kumar Manoj
ବରିଷ୍ଠ ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍‌ଏଚଡିସି)ରେ ଆର୍ଥିକ ହେରଫେର୍ ଅଭିଯୋଗରେ ଆଜି ବଡ଼ ରାୟ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଆଇଏଏସ୍ ବିନୋଦ କୁମାର ଦୋଷୀ  ସାବ୍ୟସ୍ତ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More