କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା
ସାଧାରଣତ ଅଧିକ ସମୟ ବସିରହିବା କାରଣରୁ ପେଟ ବଢିଥାଏ। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅଫିସରେ ଘଂଟା ଘଂଟା ଧରି ବସିରହିବା କାରଣରୁ ମଧ୍ୟ ବହୁତ କମ୍ ବୟସରୁ ହିଁ ଅନେକ ଯୁବକ ଏହି ସମସ୍ୟାରେ