SPORTS

ପୂର୍ବତନ କ୍ରିକେଟର ଇମରାନ ଖାନ୍ କଲେ ତୃତୀୟ ବିବାହ

ENO Beuro
ପୁଣି ବାହା ହେଲେ ଇମରାନ୍ ଖାନ୍! ପାକିସ୍ତାନର ରାଜନୈତିକ ଦଳ ତେହରିକ-ଏ-ଇନସାଫର ମୁଖ୍ୟ ତଥା ପୂର୍ବତନ କ୍ରିକେଟର ଇମରାନ ଖାନ୍ ତୃତୀୟ ବିବାହ କରିଛନ୍ତି । ବୁଶରା ମାନିକାଙ୍କ ହାତ ଧରିଛନ୍ତି ଇମରାନ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More