Tag : independence day special sweets in kanpur

News

ଶେଷ ପର୍ଯ୍ୟାୟରେ ସ୍ୱାଧୀନତା ଦିବସ ପ୍ରସ୍ତୁତି, ଚର୍ଚ୍ଚାରେ କାନପୁରର ଟ୍ରାଇକଲର ମିଠା

Ratnamani Moharana
ଆସନ୍ତାକାଲି ସ୍ଵାଧୀନତା ଦିବସ। ସାରା ଭାରତରେ ୭୩ତମ ସ୍ୱାଧୀନତା ଦିବସ  ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। କେଉଁଠି ପରେଡ ପାଇଁ ମକଡ୍ରିଲ ଚାଲିଥିଲାବେଳେ