Loading...

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ବାଇଡେନ ଆସନ୍ତାମାସ (ସେପ୍ଟେମ୍ବର)୭ ତାରିଖରୁ ୧୦ ପର୍ଯ୍ୟନ୍ତ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ସ୍ପଷ୍ଟ କରିଛି ହ୍ବାଇଟ ହାଉସ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ

ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭାରତର ଜମ୍ମୁ କାଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ଭାରତର ଜମ୍ମୁ କାଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ଭାରତକୁ ଯାତ୍ରା ବେଳେ ଅଧିକ ସତର୍କ ରହିବାକୁ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ଭାରତରେ ଅପରାଧ ଓ ଆତଙ୍କବାଦ ବଢୁଥିବାରୁ ଏପରି ପରାମର୍ଶ ଦିଆଯାଇଥିବା ଆମେରିକା ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ଦେବାଳିଆ ଶ୍ରୀଲଙ୍କା ଓ ପାକିସ୍ତାନରେ ବି ଭାରତର ଅଧା ମୂଲ୍ୟରେ ମିଳୁଛି ପେଟ୍ରୋଲ ଓ ଡିଜେଲ

ଦେବାଳିଆ ଶ୍ରୀଲଙ୍କା ଓ ପାକିସ୍ତାନରେ ବି ଭାରତର ଅଧା ମୂଲ୍ୟରେ ମିଳୁଛି ପେଟ୍ରୋଲ ଓ ଡିଜେଲ

ସମ୍ପ୍ରତି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହୋଇଗଲେଣି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିବା ଆରମ୍ଭ ହୋଇଛି।

ଭୂକମ୍ପରେ ଥରିଲା ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନଇଡ଼ା

ଭୂକମ୍ପରେ ଥରିଲା ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନଇଡ଼ା

ଆଫଗାନୀସ୍ତାନ ଓ ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ସଂଘଠିତ ହୋଇଥିବା ୫.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେତୁ ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନଇଡ଼ା ଏବଂ ଆଖପାଖ ସହରଗୁଡ଼ିକରେ କମ୍ପନ ଅନୁଭୂତ ହୋଇଥିବା ଖବର ମିଳିଛି।

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ଆଫଗାନିସ୍ତାନକୁ ପୁଣି ସହାୟତାର ହାତ ବଢାଇଲା ଭାରତ

ପୁଣି ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି ।

ଆସନ୍ତା ବର୍ଷ ଭାରତର ୧୩ଟି ସହରରେ ଉପଲବ୍ଧ ହେବ ୫ଜି ସେବା

ଆସନ୍ତା ବର୍ଷ ଭାରତର ୧୩ଟି ସହରରେ ଉପଲବ୍ଧ ହେବ ୫ଜି ସେବା

ଦେଶବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତରେ ୫ଜି ଇଂଟରନେବା ସେବା ପ୍ରଚଳନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ ।

କମିଲା ଖାଇବା ତେଲର ଦାମ୍

କମିଲା ଖାଇବା ତେଲର ଦାମ୍

ବିଶ୍ବ ବଜାରରେ ଦର ଉଚ୍ଚ ସ୍ତରରେ ରହିଥିଲେ ମଧ୍ୟ ଆମଦାନି ଶୁଳ୍କ ହ୍ରାସ କରାଯାଇଥିବାରୁ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି।