Tag : india beats thailand

SPORTS

ଫେଡ କପ: ଥାଇଲାଣ୍ଡକୁ ହରାଇଲା ଭାରତ 

ENO Beuro
କାଜାଖସ୍ତାନର ଆସ୍ତାନା ଠାରେ ଆରମ୍ଭ ହୋଇଥିବା ଫେଡ କପ ଟେନିସ ଏସିଆ/ଓସିଆନିଆ ଗ୍ରୁପ-୧ରେ ଭାରତୀୟ ମହିଳା ଦଳ ଆକର୍ଷଣୀୟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମୁକାବିଲାରେ ଭାରତ ୨-୧ରେ ଥାଇଲାଣ୍ଡକୁ ପରାସ୍ତ