Tag Archives: india beats zimbabwe

Archives

  • ଜୁନିଅର ବିଶ୍ୱକପ : ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

    ଜୁନିୟର ବିଶ୍ୱକପରେ ଭାରତର ଦମଦାର ପ୍ରଦର୍ଶନ ଜାରି । ଗ୍ରୁପ ବି ର ଶେଷ ମ୍ୟାଚରେ ପୃଥୀ ଶାହାଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାୱେକୁ ୧୦ ୱିକେଟରେ ପରାସ୍ତ କରିବା ସହ ଏହି ଟୁର୍ଣ୍ଣାମେଂଟରେ ହାଟ୍ରିକ ବିଜୟ ହାସଲ କରିଛି । ପ୍ରଥମେ ଜିମ୍ବାୱେ  ବ୍ୟାଟିଂ କରି୪୮.୧ ଓଭରରେ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା । ତେବ ଭାରତୀୟ ଯୁବ ବାହିନୀ ଦୃଢ ଜବାବ ଦେଇଥିଲା । ...