Tag : india women beat new zealand

ମହିଳା ଦିନିକିଆ ସିରିଜ୍ ଜିତିଲା ଭାରତ

ENO Beuro
ନ୍ୟୁଜଲାଣ୍ଡ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଦଳ ଆଧିପତ୍ୟ ଜାରି ରଖି ଦିନିକିଆ ସିରିଜ କବଜା କରିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲାରେ ଭାରତ ୮ ୱିକେଟରେ ବିଜୟୀ ହୋଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More