ସେଞ୍ଚୁରିଅନ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ପରାସ୍ତ କଲା ଭାରତENO BeuroFebruary 17, 2018 by ENO BeuroFebruary 17, 20181109 ୫-୧ରେ ସିରିଜ୍ ଜିତିଲା ଭାରତ ଇତିହାସ ରଚିଛି ଭାରତଟିମ।ସେଞ୍ଚୁରିଅନ୍ ଦିନିକିଆକୁ ଭାରତ ଅତି ସହଜରେ ୮ ଓ୍ଵିକେଟରେ ଜିତି ନେଲା । ତା’ ସହ ୬ ଟିକିଆ ଶୃଙ୍ଖଳାରେ ୫-୧ରେ ବିଜୟ ହାସଲ କଲା