• Home
  • india won by 8 wicket
SPORTS

ସେଞ୍ଚୁରିଅନ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ପରାସ୍ତ କଲା ଭାରତ

Krishna Kumar Manoj
୫-୧ରେ ସିରିଜ୍ ଜିତିଲା ଭାରତ ଇତିହାସ ରଚିଛି ଭାରତଟିମ।ସେଞ୍ଚୁରିଅନ୍ ଦିନିକିଆକୁ ଭାରତ ଅତି ସହଜରେ ୮ ଓ୍ଵିକେଟରେ ଜିତି ନେଲା । ତା’ ସହ ୬ ଟିକିଆ ଶୃଙ୍ଖଳାରେ ୫-୧ରେ ବିଜୟ ହାସଲ କଲା

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More