Loading...

ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ ।

ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ କାହାଣୀ ଯାହାକି ବଲିଉଡରେ ଫିଲ୍ମ ରୂପରେ

ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ କାହାଣୀ ଯାହାକି ବଲିଉଡରେ ଫିଲ୍ମ ରୂପରେ

ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ।