Tag : instagram

Entertainment

ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କଲେ ବାବୁସାନ୍‌

ENO Beuro
ହିରୋ ହିରୋଇନ ମାନଙ୍କର ସୋସିଆଲ ମିଡିଆରେ ଅନେକ ନକଲି ଆକାଉଣ୍ଟ ଦେଖିବାକୁ ମିଳୁଛି। ସେହିପରି ବାବୁସାନ୍‌ ନାମରେ ପାଖାପାଖି ୫୦ଟି ଫେକ୍‌ ପେଜ ଖୋଲି ତାଙ୍କର ଫ୍ୟାନମାନେ ମନଇଚ୍ଛା ପୋଷ୍ଟିଂ କରୁଥିଲେ। ସେଥିପାଇଁ ସିନେତାରକା