Tag Archives: IPL 2018

Archives

  • ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ

    ଅଶ୍ଵିନି ହେଲେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ଭାରତର ୧ନଂ ଟେଷ୍ଟ ସ୍ପିନର ଭାବେ ଜଣାଶୁଣା ଅଶ୍ୱିନ ୨୦୧୭ ଜୁଲାଇରୁ ଜାତୀୟ ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳରୁ ବାଦ୍‌ ପଡ଼ି ଆସୁଛନ୍ତି । ଆଇପିଏଲ୍‌ର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରାଯାଇଛି । ପଞ୍ଜାବ ଦଳରେ ଯୁବରାଜ ସିଂହ ଓ ...