Loading...

ଆଇପିଏଲ ୨୦୨୨: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଇପିଏଲ ୨୦୨୨: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା । ସନ୍ରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରସିଦ୍ ଖାନ୍ ଏଥର ଦଳରେ ନାହାନ୍ତି । ତାଙ୍କ ଉପସ୍ଥିତିରେ ଦଳ ଥରେ ଚାମ୍ପିଅନ୍ ହୋଇଥିଲା ।

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌।

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଆପିଏଲ-୨୦୨୨ ମହାନିଲାମି ଆରମ୍ଭ

ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ ।

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଲକ୍ଷ୍ନୌ ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ ।