Tag : is kangana ready for politics

Entertainment

ରାଜନୀତିରେ ଯୋଗଦେବେ କି କଙ୍ଗନା ? ଜାଣନ୍ତୁ

ENO Beuro
ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ରାଜନୀତିରେ ଯୋଗଦେଇପାରନ୍ତି। ସୂଚନାରୁ ଜଣାପଡିଛି ଯେ, କଙ୍ଗନା ରାଜନୀତିରେ ନିଜ କ୍ୟାରିୟର ଗଢ଼ିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଇଥର ସାକ୍ଷାତ କରିଥିବା ଖବର