ସୁପ୍ରିମ୍ କୋର୍ଟଙ୍କ ପ୍ରଶ୍ନ : ବଳତ୍କାରର ମୂଲ୍ୟ କ’ଣ ମାତ୍ର ୬ ହଜାରେ ଟଙ୍କା ?
ମଧ୍ୟପ୍ରଦେଶକୁ ସୁପ୍ରିମ୍ କୋର୍ଟଙ୍କ ପ୍ରଶ୍ନ ନିର୍ଭୟା ଫଣ୍ଡ ଅଧୀନରେ ପାଇଥିବା ଅର୍ଥର ବଣ୍ଟନକୁ ନେଇ ଗୁରୁବାରଦିନ ମଧ୍ୟପ୍ରଦେଶ ସରକାରଙ୍କୁ ସୁପ୍ରିମ୍ କୋର୍ଟ ତୀବ୍ର ଭସ୍ନନା କରିଛନ୍ତି। ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି