Loading...

ଦୈନିକ ଇସ୍ରାଏଲ୍‌ ଉପରେ ପଡିପାରେ ୨୦୦୦ ରକେଟ୍‌

ଦୈନିକ ଇସ୍ରାଏଲ୍‌ ଉପରେ ପଡିପାରେ ୨୦୦୦ ରକେଟ୍‌

ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ କରିଥିଲା। ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍‌ ଉପରକୁ ପ୍ରାୟ ୪,୪୦୦ ରକେଟ୍‌ ନିକ୍ଷେପ କରିଥିଲା।