Tag Archives: it will release in isral

Archives

  • ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା

    ବଲିଉଡର ଲୋକପ୍ରିୟ ଲେଖକ -ନିର୍ଦ୍ଦେଶକ ତରୁଣ ମନସୁଖାନୀଙ୍କ ଆଗାମୀ ଫିଲ୍ମ ‘ଡ୍ରାଇଭ୍‌’ ଏବେ ବହୁତ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ପ୍ରଥମ ଥର ଲାଗି ଯୋଡ଼ି ହୋଇ ଆସିବେ ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ।ସୁଶାନ୍ତ ‘କାଇ ପୋଚେ’ ଠୁଁ ଆରମ୍ଭ କରି ‘କେଦାରନାଥ’ ଯାଏଁ ବେଶ୍‌ କେତୋଟି ସିନେମାରେ ଲିଡ ରୋଲ୍‌ କରିଛନ୍ତି । ସେ ପରିଣୀତ ...