News

ଶୁଭାରମ୍ଭ ହେଲା ଜାହାଜ ମାଲିକଙ୍କ ପାଇଁ ସ୍ପତନ୍ତ୍ର ପୋର୍ଟାଲ

ENO Beuro
ଭାରତୀୟ ଅନ୍ତଃଜଳପଥ କର୍ତ୍ତୃପକ୍ଷ (IWAI) ଜାହାଜ ମାଲିକ ଓ ଏଥିରେ ଯାଉଥିବା ପଣ୍ୟର ମାଲିକଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏଥିରୁ ଜାହାଜ ଚଳାଚଳ ସମ୍ପର୍କରେ ସମୟୋପଯୋଗୀ ତଥ୍ୟ ମିଳିପାରିବ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More