Loading...

୧୨ ଘଣ୍ଟା ପରେ ବି ଆୟତ୍ତ ହୋଇନି ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୨ ଘଣ୍ଟା ପରେ ବି ଆୟତ୍ତ ହୋଇନି ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୦ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ। ଅଗ୍ନିଶମ ବିଭାଗର ୬ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଭୁବନେଶ୍ବର, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଁଲିଭାଇବା କାମରେ ନିଯୋଜିତ ଥିଲେ ମଧ୍ୟ ଏଯାଏ ଏହା ଆୟତ୍ତ ହୋଇପାରିନାହି।

ଚତୁର୍ଥ ଥର ପାଇଁ ED ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ଚତୁର୍ଥ ଥର ପାଇଁ ED ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍‌କୁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜି ଚତୁର୍ଥ ଥର ଏଡ଼ାଇ ଦେଇଛନ୍ତି।