News

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

ENO Beuro
ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା ଶାସକ ଆଫ୍ରିକାନ୍ ନେସ୍ନାଲ୍ କଂଗ୍ରେସର ଆଦେଶକୁ ସମ୍ମାନ ଜଣାଇ ଗତକାଲି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଜାକୋବ ଜୁମା ଇସ୍ତଫା ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More