Loading...

ଆଜିଠୁ ଜଗା ଦର୍ଶନ ପାଇଁ ଲୋଡା ନାହିଁ କୋଭିଡ୍‌ ରିପୋର୍ଟ

ଆଜିଠୁ ଜଗା ଦର୍ଶନ ପାଇଁ ଲୋଡା ନାହିଁ କୋଭିଡ୍‌ ରିପୋର୍ଟ

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ। ଆଉ ଆବଶ୍ୟକ ନାହିଁ କୋଭିଡ୍‌ ରିପୋର୍ଟ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ।