Loading...

ମାଡ଼ିଆସୁଛି ମହାବିପଦ, ଶ୍ରୀଅଙ୍ଗକୁ ନଷ୍ଟ କରୁଛନ୍ତି ମୂଷା ଓ ଅସରପା

ମାଡ଼ିଆସୁଛି ମହାବିପଦ, ଶ୍ରୀଅଙ୍ଗକୁ ନଷ୍ଟ କରୁଛନ୍ତି ମୂଷା ଓ ଅସରପା

ରତ୍ନସିଂହାସନରେ ବସି ଜଗତକୁ ଆଶୀର୍ବାଦ କରୁଥିବା ଶ୍ରୀଅଙ୍ଗକୁ ନେଇ ଏବେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କୁହାଯାଉଛି ରତ୍ନସିଂହାସନରେ ମୂଷା ଓ ଅସରପା ପ୍ରବଳ ରହିଛନ୍ତି ।