ଜୀବନଚର୍ଯ୍ୟା ସ୍ୱାସ୍ଥ୍ୟ ପାଇଁ ବରଦାନ ଗୁଡ଼ 26 Oct, 2022 11 mins read 254 views ଗୁଡ଼ ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ। କିନ୍ତୁ ଲୋକେ ଗୁଡ ବଦଳରେ ଚିନିକୁ ଅଧିକ ବ୍ୟବହାର କରିବାକୁ ଭଲ ପାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।