Tag : jail

ଭାରତୀୟ ନାଗରିକ ହମିଦ ଅନସାରୀଙ୍କୁ ମୁକ୍ତ କଲା ପାକ୍

ENO Beuro
ମୁକ୍ତ ହେଲେ ହମିଦ ଅନସାରୀ ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମଜାଲରେ ପଡି ସେଠାକୁ ଯାଇଥିବା ଏବଂ ବେଆଇନ ଭାବେ ପାକିସ୍ତାନୀ ପରିଚୟ ପତ୍ର ରଖୁଥିବା ଅଭିଯୋଗରେ ୩ ବର୍ଷ ଜେଲ ଦଣ୍ଡାବେଶ ପାଇଥିବା ଭାରତୀୟ ନାଗରିକ

ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍

ENO Beuro
ଦୁର୍ନୀତି ଅଭିଯୋଗରେ ବାଂଲାଦେଶର କୋର୍ଟ ସୋମବାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ ଓ ଅନ୍ୟ ୩ ଜଣଙ୍କୁ ୭ ବର୍ଷ ଜେଲ୍ ଲେଖାଏଁ ଜରିମାନା ଦେବାକୁ ବି କହିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିଜ

ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ମାମଲା

ENO Beuro
ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ସିବିଆଇ ଶୁକ୍ରବାର ଏକ ମାମଲା ରୁଜୁ କରିଛନ୍ତି। ଦାତି ମହାରାଜଙ୍କ ନାଁରେ ତାଙ୍କ ଆଶ୍ରମରେ ଥିବା ଜଣେ ଅନ୍ତେବାସୀଙ୍କ ସହ ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନ ସମ୍ପର୍କ

ଆଜି କୋଣାର୍କ କୋର୍ଟରେ ହାଜର ହେବେ ଆୟାର

ENO Beuro
ରିମାଣ୍ଡରେ ଯିବେ ଜେଲରେ ଥିବା ଅଭିଜିତ ଆୟାର ମିତ୍ର। ନିମାପଡା ଏସଡିଜେଏମଙ୍କ ଚିଠିକୁ ଭିତ୍ତି କରି ୪ ଦିନିଆ ରିମାଣ୍ଡ ଅନୁମୋଦନ କରିଛନ୍ତି ଭୁବନେଶ୍ଵର ଏସଡିଜେଏମ। ତାଙ୍କୁ ଆଜି କୋଣାର୍କ କୋର୍ଟରେ ହାଜର କରାଯିବ।

ଓଡ଼ିଶା ଧର୍ମାନୁଷ୍ଠାନ,ସଂସ୍କୃତିକୁ ଅପମାନ ମହଙ୍ଗା ପଡିଲା,ଜେଲରେ ଆୟାର

ENO Beuro
ଓଡ଼ିଶା ଧର୍ମାନୁଷ୍ଠାନ, ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ସାମ୍ବାଦିକ ଅଭିଜିତ୍‌ ଆୟାର୍‌ ମିତ୍ର ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ସହିଦନଗର ଥାନାରେ (ନମ୍ବର ୪୩୨/୧୮) ଦଫା ୨୯୪(ଗାଳିଗୁଲଜ)/୨୯୫(ଏ)(ଧର୍ମୀୟ ଭାବନାକୁ ଆଘାତ ଦେବା/୫୦୦(

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ENO Beuro
ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିବା ଆଇଏଏସ୍‌ ବିନୋଦ କୁମାର ପୁଣି ଥରେ ଅଡ଼ୁଆରେ ଫସିଯାଇଛନ୍ତି । ପୁଣି ଏକ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି ବିନୋଦ । ଏକ କୋଟି ଟଙ୍କାର ଫ୍ଲାଟ୍‌

ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌

ENO Beuro
ଦେଶର ଗୋପନୀୟତା ଉଲ୍ଲଂଘନ କରିଥିବା ଦୋଷରେ ଦୁଇ ଜଣ ରଏଟର୍‌ ସାମ୍ୱାଦିକଙ୍କୁ  ସୋମବାର ଦିନ ମିଅାଁମାର୍‌ର ଜଣେ ବିଚାରପତି ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହି ଦୁଇ ସାମ୍ବାଦିକ ହେଲେ ଭୋ ଲୋନ୍ (୩୨)

ଅକ୍ଟୋବର ୨ରେ ମୁକୁଳିବେ ବୟସ୍କ ବନ୍ଦୀ

ENO Beuro
ନାମ ଚୁଡାନ୍ତ କରିବେ ଉଚ୍ଚସ୍ତରୀୟ କମିଟି କେନ୍ଦ୍ରର ନିଷ୍ପତି ପରେ ରାଜ୍ୟ ଗଢିଲା ୩ ଜଣିଆ କମିଟି ଅକ୍ଟୋବର ୨ରେ ଜେଲରୁ ମୁକୁଳିବେ ଦୀର୍ଘଦିନରୁ ଜେଲ ଦଣ୍ଡ ଭୋଗୁଥିବା ବୟସ୍କ ବନ୍ଦୀ। ରାଜ୍ୟ ସରକାରଙ୍କ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More