Loading...

ଅଫିସିଆଲ ୱେବସାଇଟରେ ଜେଇଇ ମେନ ରେଜଲ୍ଟ

ଅଫିସିଆଲ ୱେବସାଇଟରେ ଜେଇଇ ମେନ ରେଜଲ୍ଟ

ଜେଇଇ ମେନ ୨୦୨୩ ପରୀକ୍ଷା ୧୩ଟି ଭାଷାରେ ଅୟୋଜନ କରାଯାଇଥିଲା । ପେପର-୧ ପାଇଁ ସମୁଦାୟ ୮,୬୦,୦୫୮ ଅଶାବାଦୀରୁ ୮,୨୩,୮୫୦ ଜଣ କମ୍ପ୍ୟୁଟର ଅଧାରରେ ପରୀକ୍ଷା ଦେଇଥିଲେ ।