Loading...

ମିନିଟରେ ପ୍ରସ୍ତୁତ କରନ୍ତୁ "ଚଟପଟା ଝାଲ ମୁଢ଼ି''

ମିନିଟରେ ପ୍ରସ୍ତୁତ କରନ୍ତୁ "ଚଟପଟା ଝାଲ ମୁଢ଼ି''

ଯେତେବେଳେ ବି କିଛି ଚଟପଟା ଖାଇବାକୁ ମନ ହୋଇଥାଏ ସେତେବେଳେ ଲୋକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଥାଏ ଗୁପଚୁପ୍‌ ନଚେତ ଭେଲପୁରୀ। ଏହାର ସ୍ୱାଦ ଚାଖିବା ପାଇଁ ଲୋକାମାନେ ଗୁପଚୁପ ଓ ଭେଲ ଆଡକୁ ଟାଣି ହୋଇଯାନ୍ତି।