Tag : jharpada jail

News

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ୍‌ ଆୟର

ENO Beuro
କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅପମାନିତ କରିଥିବା ଓ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରିଥିବା ଅଭିଜିତ୍‌ ଆୟର ମିତ୍ର ଶନିବାର ବିଧାନସଭା ଗୃହ କମିଟିରେ ପୁଣିଥରେ ହାଜର ହୋଇଛନ୍ତି।