Loading...

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଥ ମୁହାଁ ପୋଲିଂ ଅଧିକାରୀ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଥ ମୁହାଁ ପୋଲିଂ ଅଧିକାରୀ

ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ।ଆଜି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ ।

ଝାରସୁଗୁଡା ଉପନିର୍ବାଚନ: ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଆଜିଠୁ ହେବ ପାର୍ଥୀପତ୍ର ଯାଞ୍ଚ

ଝାରସୁଗୁଡା ଉପନିର୍ବାଚନ: ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଆଜିଠୁ ହେବ ପାର୍ଥୀପତ୍ର ଯାଞ୍ଚ

ଝାରସୁଗୁଡା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

ଝାରସୁଗୁଡ଼ା ଉପନିର୍ବାଚନର ନାମାଙ୍କନ ଦାଖଲର ଆଜି ଶେଷ ଦିନ

ଝାରସୁଗୁଡ଼ା ଉପନିର୍ବାଚନର ନାମାଙ୍କନ ଦାଖଲର ଆଜି ଶେଷ ଦିନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨୦ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ।ଶୁକ୍ରବାର ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ହେବ ଓ ୨୪ ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।