ନ୍ୟୁଜ୍ ବିଜେପିରେ ଓଡ଼ିଆ ଅଭିନୟ ଜଗତର ଯୋଡି ଜିନା ସାମଲ ଓ ରୁଦ୍ର 11 Mar, 2023 4 mins read 283 views ବାଲେଶ୍ବର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବରେ ବିଜେପି ରେ ସାମିଲ ହେଲେ ଚଳଚିତ୍ର ଜଗତର ଏକ ଜଣାଶୁଣା ଯୋଡି ଜିନା ସାମଲ ଓ ରୁଦ୍ର।