Loading...

କେନିକୋ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର

କେନିକୋ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର

ଚଳଚ୍ଚିତ୍ର ସହ ନିର୍ଦ୍ଦେଶକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ଜାପାନରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କେନିକୋ-୨୨ ଫିଲ୍ମ ଫେଷ୍ଟିଭାଲ୍‌ରେ ସେ ଜୁରୀ ଭାବରେ ଚୟନ ହୋଇଛନ୍ତି।