Loading...

ଜେଏନ୍‌ୟୁ ପାଇଁ ନୂଆ ଗାଇଡଲାଇନ, ଧାରଣା ଦେଲେ ୨୦ ହଜାର ଓ ହିଂସାକାଣ୍ଡ କଲେ ଆଡ୍‌ମିସନ୍‌ ରଦ୍ଦ

ଜେଏନ୍‌ୟୁ ପାଇଁ ନୂଆ ଗାଇଡଲାଇନ, ଧାରଣା ଦେଲେ ୨୦ ହଜାର ଓ ହିଂସାକାଣ୍ଡ କଲେ ଆଡ୍‌ମିସନ୍‌ ରଦ୍ଦ

ବିବିସି ପ୍ରସ୍ତୁତକାରୀ ବିବାଦୀୟ ଫିଲ୍ମକୁ ନେଇ ବିଶ୍ୱବିଦ୍ୟାଳୟରେ ହଙ୍ଗମା ହେବା ପରେ ଏମିତି ଏକ ନିୟମ ଆସିଥିବା କୁହାଯାଉଛି। ବିଶ୍ୱିବଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି।