• Home
  • jornalist saneep sharma murdered by sand mafia
News

ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

Krishna Kumar Manoj
ସାମ୍ବାଦିକଙ୍କୁ ହତ୍ୟା କଲେ ବାଲି ମାଫିଆ ମଧ୍ୟପ୍ରଦେଶ ଭିଣ୍ଡ୍‌ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ବାଲି ମାଫିଆ ଡମ୍ପର ଧକ୍କା କରି ସୋମବାର ହତ୍ୟା କରିଛନ୍ତି। ସେ ହେଉଛନ୍ତି ଜାତୀୟସ୍ତରୀୟ ଏକ ନ୍ୟୁଜ୍‌ ଚ୍ୟାନେଲ ପ୍ରତିନିଧି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More