Tag Archives: judge resigned

Archives

  • ମକ୍କା ମସଜିଦ ବିସ୍ଫୋରଣ ମାମଲା : ରାୟ ଦେବାର କିଛି ସମୟ ପରେ ଜଜଙ୍କ ଇସ୍ତଫା

    ହାଇଦ୍ରାବାଦର ପ୍ରସିଦ୍ଧ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ରାୟ ଶୁଣାଇବାର କିଛି ସମୟ ପରେ ସ୍ଵତନ୍ତ୍ର ଏନଆଇଏ କୋର୍ଟର ଜଜ ରବିନ୍ଦର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡୀ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଇସ୍ତାଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଏହି ମାମଲାରେ ନିର୍ଦୋଷ ...