Tag Archives: juice is good for health

Archives

  • କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ !

    ଆମେ ସୁସ୍ଥ ରହିବା ପାଇଁ କେତେ କ ‘ ଣ ଉପାୟ ଅବଲମ୍ବନ କରିଥାଏ । କିଏ ଡାଇଟିଙ୍ଗ କରିଥାଆନ୍ତି ତ କିଏ ଯୋଗ ବ୍ୟାୟାମ କରିଥାଆନ୍ତି । କେହି କେହି  ଜୁସ ମଧ୍ୟ ପିଇ ଥାଆନ୍ତି । ଆପଣ ଜାଣିଛନ୍ତି କି ଜୁସ ପିଇବା ଶରୀର ପାଇଁ ଲାଭଦାୟକ । ଏହା ଦ୍ଵାରା ବିଭିନ୍ନ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ । କେଉଁ ଜୁସ ପିଇଲେ କେଉଁ ରୋଗ ...