Tag : justice pramath patnaik

News

ଆଜି ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ

ENO Beuro
ଜଷ୍ଟିସ ପ୍ରମଥ ପଟ୍ଟନାୟକ ଆଜି ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ। ଓଡିଶା ହାଇକୋର୍ଟ ପରିସରରେ ସକାଳ ୧୦ଟା୧୫ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ .ଜାଭେରୀ ତାଙ୍କୁ ଶପଥ ପାଠ