Tag Archives: karantak election update

Archives

  • କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟର ୩୮ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି। ତେବେ ପ୍ରାଥମିକ ସଙ୍କେତରୁ ଝୁଲା ବିଧାନସଭା ହେବ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ଭାଜପା ୧୦୬ଟି ଆସନରେ ଆଗୁଥିବାବେଳେ କଂଗ୍ରେସ ୭୦ଟି ଏବଂ ଜେଡିଏସ୍‌ ୪୩ ଟି ଆସନରେ ଆଗୁଆ ରହିଛି। ସେହିପରି ...