Tag : karnataka politics

POLITICALS

ତକିଆ-ଚାଦର ନେଇ ବିଧାନସଭାରେ ରାତ୍ରିଯାପନ କଲେ କର୍ଣ୍ଣାଟକ ବିଧାୟକ

Ratnamani Moharana
ନୂଆ ମୋଡରେ କର୍ଣ୍ଣାଟକ  ନାଟକ । ଦୀର୍ଘ ଏକ ମାସ ଧରି ଲାଗି ରହିଥିବା କର୍ଣ୍ଣାଟକ ନାଟକ ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା   ଏହି ନାଟକରେ ଏଣ୍ଟ୍ରି ମାରିଥିଲେ