Loading...

ଲଗାତର ବର୍ଷା ପାଇଁ ସ୍ଥଗିତ ହେଲା କେଦାରନାଥ ଯାତ୍ରା

ଲଗାତର ବର୍ଷା ପାଇଁ ସ୍ଥଗିତ ହେଲା କେଦାରନାଥ ଯାତ୍ରା

ମୌସୁମୀ ପ୍ରଭାବରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାତାର ବର୍ଷା କାରଣରୁ କେଦାରନାଥ ଯାତ୍ରା ପ୍ରଭାବିତ ହୋଇଛି । ଖରାପ ପାଗ ଓ ରାସ୍ତାକୁ ଦୃଷ୍ଟିରେ ରଖି ରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ଖରାପ ପାଗ ଯୋଗୁ ମେ’ ୮ ଯାଏ କେଦାରନାଥ ଯାତ୍ରା ପାଇଁ ପଞ୍ଜୀକରଣ ସ୍ଥଗିତ

ଖରାପ ପାଗ ଯୋଗୁ ମେ’ ୮ ଯାଏ କେଦାରନାଥ ଯାତ୍ରା ପାଇଁ ପଞ୍ଜୀକରଣ ସ୍ଥଗିତ

କେଦାରନାଥ ଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆସନ୍ତା ମେ’ ୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ କେଦାରଘାଟିରେ ଖରାପ ପାଗ ସମ୍ଭାବନା ରହିଛି।

ଦୀର୍ଘ ୬ ମାସ ପରେ ଆସନ୍ତା ୨୫ରୁ ଖୋଲିବ କେଦାରନାଥ

ଦୀର୍ଘ ୬ ମାସ ପରେ ଆସନ୍ତା ୨୫ରୁ ଖୋଲିବ କେଦାରନାଥ

ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ଧାମ । ଆସନ୍ତା ୨୫ରୁ ଖୋଲିବ କେଦାରନାଥ। ଶ୍ରଦ୍ଧାଳୁମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ ମଧ୍ୟ କେଦାରନାଥ ପହଞ୍ଚିପାରିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।