Tag : kerala love jahid case

News

କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

ENO Beuro
କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଓରଫ୍‌ ଅଖିଳାଙ୍କ ବିବାହକୁ ରଦ୍ଦ କରିବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ଆଜି ସୁପ୍ରିମକୋର୍ଟ ଖାରଜ