Tag : kiit cricket stadium

SPORTS

ରଣଜୀ ଟ୍ରଫି: ଅନୁରାଗଙ୍କ ଶତକ,ଓଡ଼ିଶା ୬/୨୩୨

ENO Beuro
ରଣଜୀ ଟ୍ରଫି ଆରମ୍ଭରୁ କମାଲ ଦେଖାଇଲେ ଓଡ଼ିଶାର ଓପନର୍‌ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ ଖେଳୁଛି ଓଡ଼ିଶା।