Loading...

କଲକାତା ନାଇଟ୍‌ ରାଇଡର୍ସର ନୂଆ ଅଧିନାୟକ  ନୀତୀଶ ରାଣା

କଲକାତା ନାଇଟ୍‌ ରାଇଡର୍ସର ନୂଆ ଅଧିନାୟକ ନୀତୀଶ ରାଣା

ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ନୀତୀଶ ରାଣାଙ୍କୁ ଆସନ୍ତା ଆଇପିଏଲ୍‌ ପାଇଁ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ଅନ୍ତରୀଣ ଅଧିନାୟକ ନିଯୁକ୍ତ କରାଯାଇଛି ।