ବାସ୍ତୁ ଜପାମାଳାରେ କାହିଁକି ରହିଥାଏ ୧୦୮ ରୁଦ୍ରାକ୍ଷ, ଜାଣିଛନ୍ତି କି ? 18 Jan, 2022 13 mins read 458 views ମଣିଷର ନିଃଶ୍ୱାସର ସଂଖ୍ୟା ସହ ୧୦୮ ମାଳିର ସାମଞ୍ଜସ୍ୟ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ ହଜାର ଛଅ ଶହ ଥର ନିଃଶ୍ୱାସ ନେଇଥାଏ।