ବାସ୍ତୁତୁଳସୀ ପତ୍ର ଛିଡାଇବା ବେଳେ ଏହି କଥା ପ୍ରତି ଧ୍ୟାନରେ ରଖନ୍ତୁRatnamani MaharanaMarch 12, 2020 by Ratnamani MaharanaMarch 12, 20200594 ହିନ୍ଦୁ ଧର୍ମାନୁଯାୟୀ ତୁଳସୀ ଗଛକୁ ପବିତ୍ର ଗଛ ବୋଲି କୁହାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ତୁଳସୀ ଗଛ ଲଗାଯାଇଥାଏ । ଏହି ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପିବତ୍ର ଗଛକୁ ଘର...