ନ୍ୟୁଜ୍ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା କଟକଣା ଜାରିକଲା ରାଜ୍ୟସରକାର 28 Jan, 2022 11 mins read 299 views ଚନ୍ଦ୍ରଭାଗାରେ ମାଘ ମେଳା ବୁଡ଼ ପକାଇବା ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବ ସହ ପହିଲି ସୂର୍ଯ୍ୟ ଦର୍ଶନ କରିଥା’ନ୍ତି।
ନ୍ୟୁଜ୍ ଆୟତ୍ତ ହେଲା ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁ 27 Jan, 2022 3 mins read 331 views ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ନିଆଁ । ୧୪ ନମ୍ବର ଯୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା।
ନ୍ୟୁଜ୍ ଉଚ୍ଛେଦ ହେଲା କୋଣାର୍କର ଦ୍ବିତୀୟ ସୂର୍ଯ୍ୟ ମନ୍ଦିର 20 Jan, 2022 12 mins read 258 views ଦୀର୍ଘ ଦିନ ଧରି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି ।
ନ୍ୟୁଜ୍ ଟିକେଟ ନମିଳିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଚେରି ଡେଇଁଲେ ପର୍ଯ୍ୟଟକ 28 Dec, 2021 7 mins read 488 views ଏକ ଘଣ୍ଟା ଧରି ଅଚଳ ହୋଇଗଲା ଟିକେଟ କାଉଣ୍ଟର। ଫାଟକ ନିକଟରେ ଠିଆ ହୋଇ ଧୈର୍ଯ୍ୟହରା ହୋଇଗଲେ ପର୍ଯ୍ୟଟକ।