Tag : Krishna

News

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

ENO Beuro
କପୁର ବଂଶର ସବୁଠାରୁ ପୁରୁଣା ସଦସ୍ୟ ତଥା ଅଭିନେତା ରାଜ କୁପରଙ୍କ ପତ୍ନୀ କୃଷ୍ଣା ରାଜ କପୁରଙ୍କର ସୋମବାର ୮୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସକାଳ ୫ଟାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି।