ନ୍ୟୁଜ୍ ଆଜି ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ 30 Jan, 2023 11 mins read 330 views ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଝାରସୁଗୁଡ଼ାରେ ସମ୍ପନ୍ନ ହେବ। ଏଥି ପାଇଁ ସରକାରୀ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ବର୍ଗତ ଦାସଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ତିନି ଦିନ ଶୋକ ପାଳନ କରିବେ।