Loading...

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ଏହି ସବୁ ଦିଗପ୍ରତି ଦିଅନ୍ତୁ ଧ୍ୟାନ

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ଏହି ସବୁ ଦିଗପ୍ରତି ଦିଅନ୍ତୁ ଧ୍ୟାନ

ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।

ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚ ଗୁଆଘିଅ ରଖିବ ଆପଣଙ୍କ ସ୍ଵାସ୍ଥ୍ୟକୁ ସୁନ୍ଦର

ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚ ଗୁଆଘିଅ ରଖିବ ଆପଣଙ୍କ ସ୍ଵାସ୍ଥ୍ୟକୁ ସୁନ୍ଦର

ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍‌ ସୁଫଳ ମିଳିଥାଏ।

ଆସନ୍ତୁ ଆଜି ଆମେ ଜାଣିବା କିଛି ଶୀତ ଦିନିଆ ଆଲର୍ଜି ଓ ଏହାର ପ୍ରତିକାର ବିଷୟରେ

ଆସନ୍ତୁ ଆଜି ଆମେ ଜାଣିବା କିଛି ଶୀତ ଦିନିଆ ଆଲର୍ଜି ଓ ଏହାର ପ୍ରତିକାର ବିଷୟରେ

ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ: ୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।

ଆପଣଙ୍କ ଫୋନ ଓଦା ହେଇଥିଲେ ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ଫୋନ ଓଦା ହେଇଥିଲେ ଆପଣାନ୍ତୁ ଏହି ଟିପ୍ସ

ବର୍ଷା ଦିନେ ବାହାରକୁ ଗଲାବେଳେ ଫୋନ ଓଦା ହେବା ଏକ ସାଧାରଣ କଥା। କିଚିଲୋକଙ୍କର ଫୋନ ଅସାବଧାନ ବଶତଃ ମଧ୍ୟ ଓଦା ହୋଇଯାଏ । ଫୋନ ଓଦା ହେବାପରେ ଅନେକଙ୍କର ସ୍କ୍ରୀନ ଖରାପ ହୋଇଯାଏ।

ଶରୀର ପାଇଁ ଖୁବ୍ ହିତକାରୀ ଅମୃତ ଭଣ୍ଡା

ଶରୀର ପାଇଁ ଖୁବ୍ ହିତକାରୀ ଅମୃତ ଭଣ୍ଡା

ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ ହୋଇଯାଏ। ସେଥିପାଇଁ କଞ୍ଚା ଅମୃତଭଣ୍ଡାକୁ ସାଲାଡ୍ ଭାବେ ରୋଗୀକୁ ଖାଇବାକୁ ଦିଆଯାଏ।

ଆପଣ ଜାଣିଛନ୍ତିକି ଜହ୍ନି ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ପରିବା

ଆପଣ ଜାଣିଛନ୍ତିକି ଜହ୍ନି ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ପରିବା

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ଏକ ମହୋସାଧି ସଦୃଶ୍ୟ।

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା ଏକ ବ୍ୟକ୍ତିଗତ କଳା

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା ଏକ ବ୍ୟକ୍ତିଗତ କଳା

ସହକର୍ମୀଙ୍କ ସହିତ ଯଦି କୌଣସି କଥାକୁ ନେଇ ଅବା କାମ ପାଇଁ କେବେ ମତଭେଦ ହୋଇଥାଏ ତେବେ ସେନେଇ ସିନିୟରଙ୍କ ଆଗରେ ଭୁଲ୍‌ରେ ବି ଅଭିଯୋଗ କରନ୍ତୁ ନାହିଁ।